ରାଜଧାନୀରେ ଅଜବ କରୋନା ମୁକାବିଲା : ଡାକ୍ତର ଆୟୁର୍ବେଦିକ, ଔଷଧ ଏଲୋପାଥିକ

ଆୟୁଷ ଡାକ୍ତର ଏଲୋପାଥିକ ଔଷଧ ପରାମର୍ଶ କରିବା ବେଆଇନ-ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର : ରାଜଧାନୀରେ ଏବେ ଅଜବ ପ୍ରକାରର ଚାଲିଛି କରୋନା ମୁକାବିଲା। ରାଜ୍ୟର ସବୁଠୁ ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ବର ପାଇଁ ରାଜ୍ୟ ସରକାର କେତେ ତତ୍ପର, ତାହା ହସ୍ପିଟାଲ ଭିତ୍ତିଭୂମି ଓ ଚିକିତ୍ସା ପଦ୍ଧତିକୁ ଦେଖିଲେ ଜଳଜଳ ଦିଶୁଛି। ଲୋକ କରୋନାରେ ମରନ୍ତୁ କି ଚିକିତ୍ସା ନପାଆନ୍ତୁ, ସେଥିପ୍ରତି ଟିକେ ବି ଦରଦ ଥିଲା ଭଳି ଅନୁଭବ ହେଉନି। … Continue reading ରାଜଧାନୀରେ ଅଜବ କରୋନା ମୁକାବିଲା : ଡାକ୍ତର ଆୟୁର୍ବେଦିକ, ଔଷଧ ଏଲୋପାଥିକ